ଘରର କେଉଁ ସ୍ଥାନରେ କେଉଁ ଫଟୋ ଲଗାଇଲେ ପାଇବେ ଫାଇଦା, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ବିଭିନ୍ନ ଫଟୋ ବା ସୋ ପିସ ରଖିବାକୁ ପ୍ରାୟ ଲୋକ ଭଲପାଆନ୍ତି। ଏଣୁ ବୈଠକ ଘରେ, ଠାକୁର ଘରେ, ବେଡ ରୁମରେ ଅନେକ ପ୍ରକାର ଫଟୋ ଲଗାଇଥାନ୍ତି। ମାତ୍ର ଆପଣ ଜାଣନ୍ତି କି ଫଟୋ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳେଇ ପାରେ ବୋଲି? କିନ୍ତୁ ଆମେ ଯଦି ସଠିକ୍ ସ୍ଥାନରେ ସଠିକ୍ ଫଟୋ ଲଗାଇବା ତାହା ଦ୍ଵାରା ହିଁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ତେବେ କେଉଁ ସ୍ଥାନରେ କେଉଁ ଫଟୋ ଲଗାଇଲେ […]

photo

photo

Chinmayee Roy
  • Published: Tuesday, 16 April 2019
  • Updated: 16 April 2019, 09:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ବିଭିନ୍ନ ଫଟୋ ବା ସୋ ପିସ ରଖିବାକୁ ପ୍ରାୟ ଲୋକ ଭଲପାଆନ୍ତି। ଏଣୁ ବୈଠକ ଘରେ, ଠାକୁର ଘରେ, ବେଡ ରୁମରେ ଅନେକ ପ୍ରକାର ଫଟୋ ଲଗାଇଥାନ୍ତି। ମାତ୍ର ଆପଣ ଜାଣନ୍ତି କି ଫଟୋ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳେଇ ପାରେ ବୋଲି? କିନ୍ତୁ ଆମେ ଯଦି ସଠିକ୍ ସ୍ଥାନରେ ସଠିକ୍ ଫଟୋ ଲଗାଇବା ତାହା ଦ୍ଵାରା ହିଁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ତେବେ କେଉଁ ସ୍ଥାନରେ କେଉଁ ଫଟୋ ଲଗାଇଲେ ଶୁଭ ଫଳ ମିଳେ ଆସନ୍ତୁ ଜାଣିବା।

୧) ସକାରାତ୍ମକ ଚିନ୍ତା ପାଇଁ ଘରେ କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ।

୨) ବେଡ୍‌ରୁମ୍‌ରେ ଫୁଲର ଫଟୋ ଲଗାନ୍ତୁ। ଏହା ଦ୍ୱାରା ମନ ସତେଜ ଓ ସୁସ୍ଥ ରହିବ। ଏହାବ୍ୟତୀତ ପଦ୍ମ ଫୁଲ ଅବା ଗାଈର ଫଟୋ ବେଡ୍‌ରୁମ୍‌ରେ ଲଗାଇବା ଦ୍ୱାରା ସନ୍ତାନପ୍ରାପ୍ତ ହୋଇଥାଏ।

୩) ଘରେ କେବେ ବି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ ଲଗାନ୍ତୁ ନାହିଁ। ଏଭଳି ଫଟୋ ଆମ ମନରେ କ୍ରୋଧ ଜାତ କରାଏ।

୪) ଘରେ ଘୋଡ଼ା, କୁକୁରର ଫଟୋ ଲଗାଇପାରିବେ। ଏହା ଆପଣଙ୍କୁ ଶକ୍ତି ଓ ସମୃଦ୍ଧି ପ୍ରଦାନ କରିବ।

୫) ଘର ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ଭଲପାଇବା ବଢ଼ିବା ନିମନ୍ତେ ଡାଇନିଙ୍ଗ୍ ରୁମ କିମ୍ବା ମୁଖ୍ୟ ଦ୍ୱାର ପାଖରେ ଫୁଲ ଚିତ୍ର ଲଗାନ୍ତୁ।

୬) ପୂଜା ସ୍ଥାନରେ ଲକ୍ଷ୍ମୀଙ୍କ ବସିଥିବା ଫଟୋ ଲଗାନ୍ତୁ। ଏହାଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

୭) ଉତ୍ତମ ସ୍ୱାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦିତ ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ। ଏହା ଆପଣଙ୍କୁ ଶକ୍ତି ଓ ମନୋବଳ ଯୋଗାଇବ।

୮) କଷ୍ଟ ନିବାରଣ ପାଇଁ ପୂଜାସ୍ଥାନରେ ଆର୍ଶୀବାଦ ମୁଦ୍ରାରେ ଥିବା ଭଗବାନ ଶିବ ଅବା କୃଷ୍ଣଙ୍କ ଫଟୋ ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story