ବାଡ଼ି ବଗିଚାରେ ଏହି ଗଛ ଲଗାନ୍ତୁ, ଦୂର ହେବ ଆର୍ଥିକ ସମସ୍ୟା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ଘରେ ଓ ବାଡିରେ ଗଛ ଲଗାଇବା ପଛରେ ଅନେକ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବଗିଚାରେ ଗଛ ଲଗାଇବା ଦ୍ୱାରା ଆମକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବା ସହ ଘରର ବାତାବରଣ ଶୁଦ୍ଧ ରହିଥାଏ। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଗଛ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ଗଛ ଲଗାଇବା ପଛରେ କିଛି ବାସ୍ତୁ ନିୟମ […]

670

670

Tapas Behera
  • Published: Sunday, 03 March 2019
  • Updated: 03 March 2019, 11:41 AM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ଘରେ ଓ ବାଡିରେ ଗଛ ଲଗାଇବା ପଛରେ ଅନେକ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବଗିଚାରେ ଗଛ ଲଗାଇବା ଦ୍ୱାରା ଆମକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବା ସହ ଘରର ବାତାବରଣ ଶୁଦ୍ଧ ରହିଥାଏ। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଗଛ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ଗଛ ଲଗାଇବା ପଛରେ କିଛି ବାସ୍ତୁ ନିୟମ ମଧ୍ୟ ରହିଛି। ବାସ୍ତୁ ଅନୁଯାୟ କିଛି ଗଛ ଶୁଭ ହୋଇଥିବା ବେଳେ କିଛି ଅଶୁଭ ହୋଇଥାଏ। ସେହିପରି କିଛି ଗଛ ଏଭଳି ଅଛି ଯାହାକୁ ଲଗାଇଲେ କେବେ ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ। ବାୟ୍ତୁ ନିୟମ ଅନୁଯାୟୀ ଏହି ଛଅଟି ଘଛ ବଗିଚାରେ ଲଗାନ୍ତୁ, ସମସ୍ୟା ଦୂର ହୋଇଯିବ।

ତୁଳସୀ ଗଛ: ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ। ଯଦି ତୁଳସୀ ଗଛ ଆପଣଙ୍କ ଘରେ ଅଛି ତେବେ ଆପଣଙ୍କ ଘରୁ ସବୁ ପ୍ରକାରର ନକାରତ୍ମକ ଶକ୍ତି ଦୂରେଇ ହୋଇଯିବ। ତୁଳସୀ ନାରାୟଣ ପ୍ରିୟା। ତେଣୁ ଯାହା ଘରେ ତୁଲସୀ ଅଛି ସେ ଘରେ କେବେ କୌଣସି ଜିନିଷର ଅଭାବ ହୁଏ ନାହିଁ। ତେବେ ଏତିକି ମନେ ରଖନ୍ତୁ, ତୁଳସୀ ଗଛକୁ ଆପଣ ଠିକ୍ ଭାବେ ପୂଜା କରୁଥିବା ଉଚିତ୍।

ଭୃସଙ୍ଗ ପତ୍ର: ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛର ବହୁତ ମହତ୍ୱ ରହିଛି। ଏହାକୁ ଲଗାଇଲେ ଆପଣଙ୍କ ଉପରେ ଶନି, ରାହୁ ଓ କେତୁ ପ୍ରସନ୍ନ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story