ଶରୀରର ଗଠନରୁ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚାଲିଚଳନ, କଥା, ଲକ୍ଷଣରୁ ବ୍ୟକ୍ତିଟି ଭାଗ୍ୟଶାଳୀ କି ନୁହେଁ ସେ ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ନିଜେ ଭାଗ୍ୟଶାଳୀ ହେବା ସହ ଅନ୍ୟର ଭାଗ୍ୟ ବଦଳାଇବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି। ଏପରି ଲୋକ ପାଖରେ ଥିଲେ ପ୍ରତିକ୍ଷେତ୍ରରେ ସଫଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଥିବା ବ୍ୟକ୍ତି ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାନ୍ତି। ୧. ଯେଉଁ ବ୍ୟକ୍ତିର ପାଦ ଓ ହାତରେ ମାଛ ଆକୃତିର […]

astro

astro

Chinmayee Roy
  • Published: Thursday, 11 April 2019
  • Updated: 11 April 2019, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚାଲିଚଳନ, କଥା, ଲକ୍ଷଣରୁ ବ୍ୟକ୍ତିଟି ଭାଗ୍ୟଶାଳୀ କି ନୁହେଁ ସେ ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ନିଜେ ଭାଗ୍ୟଶାଳୀ ହେବା ସହ ଅନ୍ୟର ଭାଗ୍ୟ ବଦଳାଇବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି। ଏପରି ଲୋକ ପାଖରେ ଥିଲେ ପ୍ରତିକ୍ଷେତ୍ରରେ ସଫଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଥିବା ବ୍ୟକ୍ତି ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାନ୍ତି।

୧. ଯେଉଁ ବ୍ୟକ୍ତିର ପାଦ ଓ ହାତରେ ମାଛ ଆକୃତିର ଚିହ୍ନ ଥାଏ ସେମାନେ ସବୁବେଳେ ଖୁସିରେ ରହିଥାନ୍ତି।

୨. ଯେଉଁ ମହିଳାଙ୍କ କେଶ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱିଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି ।

୩. ଯେଉଁ ମହିଳାଙ୍କ ଆଖି ବଡ,ସୁନ୍ଦର ଓ କୋମଳ ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ। ଏହି ମହିଳାମାନେ ରହୁଥିବା ଘର ସୁଖ ଶାନ୍ତିରେ ଭରିଯାଏ। ଏମାନେ ଅନ୍ୟର ଭାଗ୍ୟ ବଦଳାଇବାରେ ସକ୍ଷମ ହୋଇଥାନ୍ତି ।

୪. ଆଖିତଳେ କଳାଜାଇ ଥିବା ଲୋକ ସାଧାରଣତଃ ଧନୀ ହୋଇଥାନ୍ତି। ଏମାନେ ଅନ୍ୟର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାନ୍ତି।

୫. ଓଠତଳେ କଳାଜାଇ ଥିବା ବ୍ୟକ୍ତିମାନେ ସବୁ କାମରେ ସଫଳତା ପାଇବା ସହ ଅନ୍ୟ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୬.  ଯେଉଁ ମହିଳାର ପାଦର ମଝି ଆଙ୍ଗୁଠି ବୁଢ଼ା ଆଙ୍ଗଠି ଠାରୁ ବଡ଼ ରହିଥାଏ, ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story