ଆଳି: ରାଜନଗର ଲକ୍ଷ୍ମୀନାରାୟଣପୁର ନିକଟରେ କେନାଲକୁ ଓଲଟିଲା ସ୍କୁଲ୍ ଭ୍ୟାନ୍; ଅଳ୍ପକେ ବର୍ତ୍ତିଲେ ୧୪ ଛାତ୍ରଛାତ୍ରୀ, ଭ୍ୟାନ୍ ଭିତରୁ ସ୍ଥାନୀୟ ଲୋକେ ପିଲାଙ୍କୁ ଉଦ୍ଧାର କଲେ