ମୋହନା: କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଖସିଲା ପିକ୍ଅପ୍ ଭ୍ୟାନ; ୧୫ ଆହତ, ୩ ଗୁରୁତରଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର, ଭୀଷ୍ମଗିରିରୁ ଶ୍ରମିକଙ୍କୁ ନେଇ ମୋହନା ଆସୁଥିଲା ପିକ୍ଅପ୍‌