୨ ବ୍ୟାଙ୍କ୍ ଲୁଟ୍ ଘଟଣାର ତଦନ୍ତ ପାଇଁ ଅନୁଗୋଳରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ: ପ୍ରଥମେ ବନ୍ତଳା ଥାନାରେ ପହଞ୍ଚି ତଥ୍ୟ ସଂଗ୍ରହ କଲେ,ଲୁଟ୍‌ ଶିକାର ହୋଇଥିବା ଦୁଇ ବ୍ୟାଙ୍କକୁ ମଧ୍ୟ ଯିବେ