୪ ଦଫା ଦାବିରେ ଅନୁଗୋଳ ଜନ ଜୀବନ ସୁରକ୍ଷା କମିଟି ଆହ୍ୱାନରେ ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ; ଗାଡ଼ିମୋଟର, ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ