ଅନୁଗୋଳ: ଆଠମଲ୍ଲିକ ବନଖଣ୍ଡ ଲେହେଡ଼ି ଗାଁରେ ଏକ ଗାଈର ମୃତ୍ୟୁ; ଗାଈକୁ ବାଘୁଣୀ ସୁନ୍ଦରୀ ମାରିଦେଇଥିବା ଅଭିଯୋଗ; ଗାଈ ମାଲିକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ, ଆଠମଲ୍ଲିକ ଡିଏଫ୍ଓ ସମ୍ୟକ ସାମନ୍ତରାୟଙ୍କ ସୂଚନା