ବରଗଡ଼: ମହୁଲପାଲ୍ଲୀ ଛକରୁ କାର ଭିତରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣା; କାର ମାଲିକ ଆକାଶ ଓ ତାଙ୍କ ବାପା ଓମ୍‌ ପ୍ରକାଶ ଅଗ୍ରୱାଲ ଗିରଫ, କାର୍‌ରେ ଟଙ୍କା ଚାଲାଣ ବେଳେ ଜବତ କରିଥିଲା ପଦ୍ମପୁର ପୋଲିସ