ଚିଟଫଣ୍ଡ୍ ସଂସ୍ଥା ‘ୱି ଟେଲ୍’ ନିର୍ଦ୍ଦେଶକ ଫଣେନ୍ଦ୍ର ଗିଦମଙ୍କୁ ହାଇଦ୍ରାବାଦ ବିମାନ ବନ୍ଦରରୁ ଗିରଫ କଲା ସିବିଆଇ: ଗିରଫ ପରେ ଫଣେନ୍ଦ୍ରଙ୍କୁ ଭୁବନେଶ୍ୱର ଅଣାଯାଇଛି, ଫଣେନ୍ଦ୍ରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିଲା