ଖୋର୍ଦ୍ଧା: ନିରାକାରପୁର ଥାନା କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; CCTV ଭାଙ୍ଗିବା ସହ ହାର୍ଡଡିସ୍କ ଲୁଟିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି