ବଲାଙ୍ଗିର: ଜଣାଶୁଣା ଅପରାଧୀ ଟିମନ୍ କୁମ୍ଭାରକୁ ଗିରଫ କଲା ଟାଉନ୍ ଥାନା ପୁଲିସ୍, ପତ୍ନୀଙ୍କ ଅଭିଯୋଗ ଭିତ୍ତିରେ ଗିରଫ, ପତ୍ନୀଙ୍କୁ ନିର୍ଯାତନା ଓ ପରକୀୟା ପ୍ରୀତି ନେଇ ଅଭିଯୋଗ ଥିଲା