ଜଳେଶ୍ୱର: ନୂଆ କୋଠା ଉଦଘାଟନକୁ ନେଇ କମର୍ଦ୍ଦା ସୁରେନ୍ଦ୍ରନାଥ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ମନ୍ତ୍ରୀ ଅନନ୍ତ ଦାସ ଉଦଘାଟନକୁ ଯାଇଥିବା ବେଳେ ଉତ୍ତେଜନା