ବଲାଙ୍ଗିର: ବିଦ୍ୟୁତ୍‌ କାଟ ବନ୍ଦ ଓ ଖୋଲା ଟ୍ରାନ୍ସଫର୍ମରରେ ବ୍ୟାରିକେଡ ଦାବିରେ ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଲା ବଲାଙ୍ଗିର ଆକ୍ସନ କମିଟି