ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ: ସଂସ୍ଥାର ଏମ୍‌ଡି ଅଞ୍ଜନ ବଳିୟାର ସିଂହଙ୍କୁ ୩ ବର୍ଷ ଜେଲ ଓ କ୍ଷତିପୂରଣ ବାବଦକୁ ୧୦ କୋଟି ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ