ଆଜି ରାତି ସାଢ଼ ୯ଟା ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ବର୍ଷା ସହ ୫୦ରୁ ୬୦ ବେଗରେ ପବନ ବୋହିବାର ସମ୍ଭାବନା