ପରିବେଶ ଦିବସ ଅବସରରେ ପରିବେଶ ପ୍ରତି ଉତ୍ସର୍ଗୀକୃତ ୧୮୧ ଜଣଙ୍କୁ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ