ଭୁବନେଶ୍ୱର: ସୂର୍ଯ୍ୟ ନିର୍ମାଣ ରିସୋର୍ସେସ୍ ପ୍ରା.ଲିଃର ଏମ୍‌ଡି ଚିନ୍ମୟ ମଲ୍ଲିକ ଗିରଫ, ୧୦୦ରୁ ଅଧିକ ଲୋକଙ୍କୁ ଜମି ଦେବା ନାଁରେ ଠକିଥିଲେ