ଭୁବନେଶ୍ୱର: ଘାଟିକିଆ ସ୍ଥିତ ଓୟୁଏଟି ଉଦ୍ୟାନ ବିଭାଗ ଫାର୍ମରେ ଦନ୍ତା ହାତୀ; ଚନ୍ଦକା ଜଙ୍ଗଲରୁ ପଶି ଆସିଥିବା ଆଶଙ୍କା, ଜଗି ରହିଛନ୍ତି ୧୨ ଜଣ ବନ କର୍ମଚାରୀ