ରାଜ୍ୟପାଳ ଏସ୍‌ସି ଜମିରଙ୍କ ବିରୋଧରେ ନାଗାଲାଣ୍ଡ ବିଜେପି ପକ୍ଷରୁ ନାଗାଲାଣ୍ଡ CEO ଙ୍କ ନିକଟରେ ଅଭିଯୋଗ; କଂଗ୍ରେସ ଓ NPF ମେଣ୍ଟ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ, ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି