ରାଜ୍ୟପାଳଙ୍କ ବିମାନ,ହେଲିକପ୍ଟର ଭଡ଼ାକୁ ନେଇ ବିବାଦ: ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗର ଚିଠି; କେଉଁଥି ପାଇଁ ଗସ୍ତ କରିଥିଲେ ଜଣାଇବାକୁ କହିଲେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଆସ ପାଇଁ ସ୍ୱତନ୍ତ୍ର ଜେଟ୍ ବ୍ୟବହାର କରିଥିଲେ ରାଜ୍ୟପାଳ, ବିମାନ ଭଡ଼ା ବାବଦକୁ ୪୧ ଲକ୍ଷ ୧୮ ହଜାର ବିଲ୍ ହୋଇଛି

attack

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 02:28 PM IST

Related story