ଭୁବନେଶ୍ୱର: କୁଆଖାଇ ନଦୀରୁ ଜଣେ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ନିଖୋଜ ଛାତ୍ରଙ୍କୁ ଖୋଜୁ ଖୋଜୁ ନଦୀରୁ ମିଳିଲେ ମହିଳା; ଆତ୍ମହତ୍ୟା ପାଇଁ ମହିଳା ଜଣକ କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁଥିବା ଅଭିଯୋଗ