ଲଗାଣ ବର୍ଷା ସ୍ଥିତି ନେଇ ଡେପୁଟି ରିଲିଫ କମିଶନର କହିଲେ-ଭୁବନେଶ୍ୱରରେ ସ୍ଥିତି ଖରାପ ନଥିଲେ ବି ପାଣି ରହିଛି, ପୁରୀରେ ୩୦୫ ମିମି ବର୍ଷା ହୋଇ ସହର ଜଳମଗ୍ନ ହୋଇଛି, ରାଜ୍ୟରେ ବର୍ଷା ହେଉଥିଲେ ବି ବନ୍ୟା ପରିସ୍ଥିତି ନାହିଁ Edited By OdishaReporter Bureau | By On Aug 7, 2018 Share