ଭୁବନେଶ୍ୱର: ଆଶା କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା; ଛତା, ଚପଲ, ସାଇକେଲ, ଆଲମିରା ଓ ଟର୍ଚ୍ଚ କିଣିବା ପାଇଁ ମିଳିବ ୧୦ ହଜାର ଟଙ୍କା, ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ୪୭ ହଜାର ଆଶାକର୍ମୀ, ୧୦ ବର୍ଷ କାର୍ଯ୍ୟ ପରେ ସ୍ୱେଚ୍ଛାକୃତ ଅବସର ନେଲେ ମିଳିବ ୨୦ ହଜାର ଟଙ୍କା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।