ସତ୍ୟବାଦୀ ବକୁଳ ବନରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି, ବିଶ୍ୱବିଦ୍ୟାଳୟ ପାଇଁ ବକୁଳ ବନ ପରିସରରେ ଥିବା କିଛି ଗଛ କଟାଯିବନି