ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଲିକା ଉପରେ କୌଣସି ଉଡ଼ାଣ ପ୍ରତିବନ୍ଧକ ନଥିବା ସ୍ପଷ୍ଟ କଲେ ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ, କହିଲେ- ସିଡିଏ ପକ୍ଷରୁ କିଛି ପ୍ରତିବନ୍ଧକ ନାହିଁ, ଉଡ଼ାଣ ପ୍ରତିବନ୍ଧକ ଅଛି କି ନାହିଁ ଡିଜିସିଏ ସ୍ପଷ୍ଟ କହିପାରିବେ