ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ ପ୍ରସଙ୍ଗରେ ଦାମୋଦର ରାଉତ କହିଲେ- ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଛନ୍ତି, ଯଦି ସେ ଉଡ଼ାଇଛନ୍ତି, ନୋଟିସ୍‌ ଦେଇ କୈଫିୟତ ମାଗିଥାନ୍ତେ, ହଠାତ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ