ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଭିଡ଼ିଓ ସୁଟିଂ ନେଇ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଅଭିଯୋଗ କଲେ ମନ୍ଦିର କର୍ତ୍ତୃପକ୍ଷ