ବ୍ରହ୍ମପୁର ମେଡିକାଲ୍ କ୍ୟାମ୍ପସ୍‌ରେ ପତ୍ନୀଙ୍କୁ ଏସିଡ୍‌ ମାଡ଼ ଘଟଣା: ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ପ୍ରଧାନଙ୍କୁ ଆଜି SDJMଙ୍କ କୋର୍ଟରେ ହାଜର କରାଯିବ; ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ କହିଲେ ଏସ୍‌ପି