ଭଦ୍ରକ: ଧାମନଗର ଦଇପୁର ତାଳଚିଠା ଗାଁରେ ଘରେ ପଶି ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ଯୁବକ; ମାଆକୁ ବଞ୍ଚାଇବାକୁ ଆସିଥିବା ଝିଅକୁ ନିସ୍ତୁକ ପିଟିଲା, ଝିଅର ହାତଗୋଡ଼ ବାନ୍ଧି ଓ ପାଟି ବନ୍ଦ କରି ପଳାଇଥିଲା ଯୁବକ, ପଡ଼ୋଶୀ ଆସି ଉଦ୍ଧାର କଲେ