ଭୁବନେଶ୍ୱର: କ୍ୟାପିଟାଲ୍ ହସ୍‌ପିଟାଲ୍‌ ସମ୍ମୁଖରେ ଦୁର୍ଘଟଣା, ଚିକିତ୍ସାଧୀନ ନାତିକୁ ଦେଖିବାକୁ ଆସି ଜେଜେର ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା