ସାଲେପୁର: କଲେଜ ପରିଚାଳନା କମିଟିରୁ ଇସ୍ତଫା ଦେଲେ ମନ୍ତ୍ରୀ ପ୍ରତାପ ଜେନା, କିଛି ଦିନ ପୂର୍ବରୁ ପ୍ରତାପଙ୍କୁ ବିରୋଧ କରିଥିଲେ କିଛି ଛାତ୍ର, କଲେଜର ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ଜାହିର କରିଥିଲେ