ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି: ପଦ୍ମପୁର ଏସ୍‌ଡିପିଓଙ୍କୁ ବହିଷ୍କାର ଦାବି କଲା ବିଜେପି, ପଦ୍ମପୁର ଏନ୍ଏସି କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି