୧୨ ଦିନ ତଳେ ବିଜେପି ଛାଡ଼ିଥିବା ନେତା ପୁଣି ଫେରିଲେ ଦଳକୁ: ବରପାଲି NACର ବିଜେପି ସଭାପତି ଅଜିତ ଦାସଙ୍କ ଘରବାହୁଡ଼ା; ଫେବୃୟାରୀ ୬ରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ଅଜିତ