ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଘରୁ ଉଠାଇବା ପରେ SDPO କହିଲେ- ବନାବିରା ଗୁଳିକାଣ୍ଡ ଘଟଣାରେ ଅଧିକ ତଦନ୍ତ ପାଇଁ ଜୟନାରାୟଣଙ୍କୁ ନେଇଛୁ, ଗିରଫ କରି ନାହୁଁ, ଅଧିକ ପ୍ରମାଣ ମିଳିଲେ ଗିରଫ କରାଯିବ