ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ଗୃହରେ ବିଜେଡିର ହଟ୍ଟଗୋଳକୁ କଡ଼ା ସମାଲୋଚନା କଲେ ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ: କହିଲେ- ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ ଦାବି କରିବା କଥା ବିଜେଡି, ପ୍ରଥମେ ମୁଖ୍ୟମନ୍ତ୍ରୀ ହିଁ ଚିଲିକା ଉପରେ ଉଡ଼ିଥିଲେ, ଚିଲିକା ସୁରକ୍ଷା ଯଦି ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବି କର