ରାଜ୍ୟ ସରକାର ୧୦୦ ଟଙ୍କା ବୋନସ ଘୋଷଣା କରି ଶୋଇଛନ୍ତି, ତୁରନ୍ତ ଚାଷୀଙ୍କୁ ଟଙ୍କା ଦିଆନଗଲେ ପ୍ରତି ବ୍ଲକରେ ଆନ୍ଦୋଳନ କରାଯିବ; ବାଲେଶ୍ୱର ଭଳି ସାରା ରାଜ୍ୟରେ ବିହନ ଯୋଗାଣ ସ୍କାମ୍‌ ହୋଇଛି, କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ରାକେଶ ଶର୍ମା