ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସଂସଦକୁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନର ସଂପୂର୍ଣ୍ଣ ଆଲେଖ୍ୟ
କିଛି ଦିନ ପୂର୍ବରୁ ଆମେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଜୀଙ୍କୁ ହରାଇଥିଲୁ। ସେ ଦଶ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଦେଶର ସେବା କରିଥିଲେ ଏବଂ ଦୀର୍ଘ ଦିନ ଧରି ସଂସଦର ସଦସ୍ୟ ଥିଲେ। ମୁଁ ମନମୋହନ ସିଂହଜୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
Politics
ଦେବୀଙ୍କ ମାମଲାତି: ବିରୋଧ ସତ୍ତ୍ୱେ ସଂଗଠନରେ ବବିଙ୍କୁ ଦେଲେ ଏଣ୍ଟ୍ରି, ନିର୍ବାଚନ ପ୍ରକ୍ରିୟାଙ୍କୁ ଧକ୍କା
ଦଳର ୨୪ବର୍ଷର ଶାସନ ଅଚାନକ ହାତରୁ ଖସିଯିବା ପାଇଁ ଦଳୀୟ କର୍ମୀ ଓ ନେତାମାନେ ସିଧାସଳଖ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ଦାୟୀ କରୁଥିବାବେଳେ ସେମାନେ ପୁଣି ଥରେ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା ନିମନ୍ତେ ବିଗତ କିଛି ଦିନ ଧରି ଉଦ୍ଦେଶ୍ୟମୂଳକ ଭାବେ ଦଳରେ କ୍ରମାଗତ ଅସ୍ଥିରତା ଭିଆଇବାରେ ଲାଗିଛନ୍ତି ।
Politics
୩୭ଟି ବଦଳି ନିର୍ଦ୍ଦେଶ ହୋଇନି କାର୍ଯ୍ୟକାରୀ: ମାନୁନାହାନ୍ତି ଅଫିସର, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ସରକାର
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବଦଳି ନିର୍ଦ୍ଦେଶ ଆଧାରରେ ଓଏଏସ୍ ଅଫିସରମାନଙ୍କୁ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Politics
ବିକଶିତ ଗାଁ ବିକଶିତ ଓଡ଼ିଶା ଗାଇଡଲାଇନ୍: ପ୍ରକଳ୍ପ ବାଛିବ ଗ୍ରାମସଭା, ଠିକାଦାରୀ କରିବେ କିଏ ତାକୁ ନେଇ ସସପେନ୍ସ
ଗତ ଜାନୁୟାରୀ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ପ୍ରତିବର୍ଷ ହଜାରେ କୋଟି ଟଙ୍କା ବ୍ୟୟବରାଦ ସହ ୫ବର୍ଷ ନିମନ୍ତେ ‘ବିକଶିତ ଗାଁ ,ବିକଶିତ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।
Politics
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା: ୯ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି ୫୦%ରୁ ଊର୍ଦ୍ଧ୍ୱ ପ୍ରକଳ୍ପ
ବିଗତ ବିଜେଡି ସରକାରର ପ୍ରଚାରସର୍ବସ୍ୱ ନୀତି ହେଉ ଅବା ଆଶାନୁରୂପ ଇକୋସିଷ୍ଟମ ବିକଶିତ କରିବାର ବିଫଳତା ଅବା ଅନ୍ୟ କୌଣସି କାରଣରୁ ରାଜ୍ୟରେ ଶିଳ୍ପାୟନକୁ ଆଖିଦୃଶିଆ ସଫଳତା ମିଳିପାରି ନାହିଁ । ଯେଉଁଥିପାଇଁ ପ୍ରାକୃତିକ ସମ୍ପଦଭରା ଓଡ଼ିଶା ନିଜର ଶିଳ୍ପାୟନ ମାଧ୍ୟମରେ ବିକାଶର ଶିଖରକୁ ଛୁଇଁବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି ।