ବୌଦ୍ଧ: ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଅଭିଯୋଗ,ମନମୁଣ୍ଡା ଥାନା ଗୁଲୁଗୁଲାପଦର ଗାଁରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଜଣେ ଯୁବତୀଙ୍କୁ ୨ ଯୁବକ ଭଲ ପାଇବାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ