ବସ୍ ପୋଡ଼ିଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯାଉ, ନ ହେଲେ ପୁରୀ-ଭୁବନେଶ୍ୱର ରୁଟ୍‌ରେ ବସ ଚଳାଚଳ ବନ୍ଦ ରହିବ: ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ