ଚିଲିକାରେ ହେଲିକପ୍ଟର ଉଡ଼ାଣ ବିବାଦରେ ମତ ବଦଳାଇଲେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ: କହିଛନ୍ତି- ଚିଲିକା ମାଉଥ୍‌ ଓ ରାଜହଂସ ଦୀପରେ କମ୍‌ ଉଚ୍ଚରେ ହେଲିକପ୍ଟର ଉଡ଼ିଛି, ତେଣୁ ଆଇନ ଉଲ୍ଲଙ୍ଘନ ହୋଇଛି