ଚିଲିକା-ଖଲିକୋଟ ଷ୍ଟେସନ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସି ଯାଇଥିବା ସୂଚନା, ବୀରମିତ୍ରପୁରରୁ ବିଶାଖାପାଟଣା ଯାଉଥିଲା ଟ୍ରେନ୍‌