ନବଗଠିତ ପିସିସି କମିଟିରେ ବରିଷ୍ଠ ନେତାଙ୍କୁ ବାଦ ଦିଆଯିବା ପ୍ରତିବାଦରେ ଧାରଣା: ପିସିସି କାର୍ଯ୍ୟାଳୟରେ ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦରଦାସ ଓ ଶ୍ରୀନିବାସ ରାଉତରାୟଙ୍କ ଧାରଣା, ପିସିସି ସଭାପତି ଆଲୋଚନା ପାଇଁ ସୁଯୋଗ ଦେଉ ନ ଥିବା ଅଭିଯୋଗ