ଗୃହରେ ବ୍ୟୟମଞ୍ଜୁରୀ ଆଲୋଚନା ବେଳେ ଦୁଷ୍କର୍ମ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିରୋଧୀଦଳ ନେତା ନରସିଂହ ମିଶ୍ର, କହିଲେ-ଦୁଷ୍କର୍ମ ଘଟଣାରେ ମୋଦିଙ୍କୁ ଅନୁସରଣ କରି ଚୁପ୍ ରହୁଛନ୍ତି ନବୀନ