କଟକ: ମଧୁପାଟଣା ଛକରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର,କର୍ଣ୍ଣାଟକରୁ ଆସାମ ଯାଉଥିଲା ଟ୍ୟାଙ୍କର, ଗ୍ୟାସ୍ ଲିକ୍ ହୋଇନି