କଟକ ଜଳବନ୍ଦୀ ସମସ୍ୟାକୁ ନେଇ କଟକ ମହାନଗର ନିଗମ କାଉନସିଲ୍ ବୈଠକରେ ହୋହଲ୍ଲା, ପାଟିତୁଣ୍ଡ: ମେୟର ଓ କମିଶନରଙ୍କ ଇସ୍ତଫା ଦାବି କଲେ କଂଗ୍ରେସ କର୍ପୋରେଟର, ପ୍ରବଳ ପାଟିତୁଣ୍ଡ, ନାରାବାଜି ପାଇଁ ବୈଠକ ଅଧାରୁ ବନ୍ଦ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।