କଟକ: ମଝି ରାସ୍ତାରେ ଅଡ଼ଶପୁର ଉଦୟନାଥ କଲେଜର ଜଣେ ଛାତ୍ରୀଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ତାଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି; ଛୁରା ମାଡ଼ କାରିଥିବା ଯୁବକ ଛାତ୍ରୀଙ୍କ ସହପାଠୀ