ଧର୍ମଗଡ଼: ତେଲନଦୀ କୂଳରେ ବ୍ରାହ୍ମଣଛେଣ୍ଡିଆ PEOଙ୍କ ମୃତଦେହ ଠାବ, ପଞ୍ଚାୟତର ୩୦ ଲକ୍ଷ ଘୋଟାଲା ମାମଲାରେ ପିଇଓ ଅଭିଯୁକ୍ତ ଥିଲେ, ଏହି ମାମଲାର ଭିଜିଲାନ୍ସ ତଦନ୍ତ ଚାଲିଛି