ଆନ୍ଧ୍ର କୁର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଆଉ ଜଣେ ମୃତ: ମୃତକ ଗଞ୍ଜାମ ଜିଲ୍ଲା ରମ୍ଭା ବିଟି ନୂଆଗାଁର ପାଣ୍ଡବ ଲେଙ୍କା, ବିଶାଖାପାଟଣାରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ, ମୃତ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।