ନୂଆଦିଲ୍ଲୀ: ଅଭିଜିତ ଆୟର ମିତ୍ରଙ୍କୁ ସାକେତ କୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ, ଆସନ୍ତା ୨୮ ତାରିଖ ଯାଏ ତାଙ୍କୁ ଜାମିନ ଦେଲେ କୋର୍ଟ; ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ